ଜର୍ଜ ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀ 1975–2025 | ଶିକ୍ଷକ ସମ୍ବର୍ଦ୍ଧନା ଓ ବିଶେଷ କାର୍ଯ୍ୟକ୍ରମ
ଜର୍ଜ ହାଇସ୍କୁଲ, ବରଗଡ଼ର 1975 ମେଟ୍ରିକ୍ ବ୍ୟାଚର ସୁବର୍ଣ୍ଣ ଜୟନ୍ତୀ (1975–2025) ଅତ୍ୟନ୍ତ ଉତ୍ସାହ, ଭାବବିହ୍ୱଳତା ଓ ସ୍ମୃତିରେ ଆୟୋଜିତ ହୋଇଥିଲା।
100+ ସହପାଠୀ ଓ ତାଙ୍କ ପରିବାର ବରଗଡ଼, ଭୁବନେଶ୍ୱର, ଦିଲ୍ଲୀ, ସମ୍ବଲପୁର, ଝାରସୁଗୁଡ଼ା, ପାଇକମାଲ, ବଲାଙ୍ଗୀର ଓ ବିଭିନ୍ନ ସହରରୁ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମର ଆକର୍ଷଣ
ପୂର୍ବତନ ଶିକ୍ଷକମାନେ — ଶମ୍ଭୁ ମହାପାତ୍ର, ଟିକେଲାଲ ଖମାରୀ, ମହାବୀର ଶର୍ମା, ରାମଚରଣ ଦାଶ — ସମ୍ବର୍ଦ୍ଧିତ।
ଗୁରୁପୂଜନ – ପାଦପ୍ରକ୍ଷାଳନ, ଚନ୍ଦନଲେପନ, ମନ୍ତ୍ରୋଚ୍ଚାରଣ।
GHS-75 ପରିବାର ପକ୍ଷରୁ ଗୀତ, ବାଦ୍ୟ, ନୃତ୍ୟ ପରିବେଷଣ।
ପ୍ରମେୟ ପକ୍ଷରୁ ମୋମେଣ୍ଟୋ, ବଦାନ୍ୟ ବ୍ୟକ୍ତି ଗଣେଶ ବେହେରାଙ୍କ ପକ୍ଷରୁ ଟି-ଶର୍ଟ ଦାନ।
ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଶାଶ୍ବତୀ ଦାଶଙ୍କୁ ବିଶେଷ ସମ୍ମାନ।
ବିଶେଷ ସଞ୍ଚାଳନ
କାର୍ଯ୍ୟକ୍ରମ: ଗୋବିନ୍ଦ ଦାଶ
ସାଂସ୍କୃତିକ: ନିର୍ମଳ କିଶୋର କର, ଅଶୋକ କୁମାର ପଶାୟତ
ପ୍ରଶଂସନୀୟ ପ୍ରୟାସ
କୃଷ୍ଣଚନ୍ଦ୍ର ପଣ୍ଡା, ତୁଳସୀ ଚରଣ ଦାଶ, ଲଳିତ ବିଶୀ, ବାଳମୁକୁନ୍ଦ ଦାଶ, ଦେବେନ୍ଦ୍ର ଆଚାର୍ଯ୍ୟ, ସୁଧାଂଶୁ ଶତପଥୀ, ଗୋପାଳ ଦାଶ, ସ୍ଵାଧୀନ ମହାରଣା, ବାସୁଦେବ ପ୍ରଧାନ, କୁଞ୍ଜବିହାରୀ ଗୁପ୍ତା, କହ୍ନେୟାଲାଲ ଗୁପ୍ତା, ବନୱାରିଲାଲ କଟାରୁକାଙ୍କ ଅବଦାନ ସ୍ମରଣୀୟ।
Share this article
View More
Stay Updated
Subscribe to our newsletter for latest updates.