ରତ୍ନଭଣ୍ଡାର ମରାମତି ଶେଷ | ASI ହାଇକୋର୍ଟରେ ସତ୍ୟପାଠ | ଗଣତି SOP ଶୀଘ୍ର
ରତ୍ନଭଣ୍ଡାର ମରାମତି ଏବଂ ଗଣତି–ମଣତି ସମ୍ପର୍କିତ ଜନସ୍ୱାର୍ଥ ମାମଲାରେ ଭାରତୀୟ ପୁରାତତ୍ତ୍ୱ ସର୍ଭେ (ASI) ପକ୍ଷରୁ ଓଡ଼ିଶା ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି।
ସତ୍ୟପାଠରେ ରତ୍ନଭଣ୍ଡାର ମରାମତି କାମ ସମ୍ପୂର୍ଣ୍ଣ ହୋଇଥିବା ଓ ମରାମତି ପରେ ମନ୍ଦିର ପ୍ରଶାସନଙ୍କୁ ହସ୍ତାନ୍ତର କରାଯାଇଥିବା ଉଲ୍ଲେଖ ରହିଛି।
ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଓ ସମ୍ପତ୍ତିର ଗଣତି–ମଣତି ପାଇଁ ଏକ ନିର୍ଦ୍ଦିଷ୍ଟ SOP (Standard Operating Procedure) ପ୍ରସ୍ତୁତ ହେଉଛି ଓ ଖୁବ ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ ବୋଲି ହାଇକୋର୍ଟଙ୍କୁ ଅବଗତ କରାଯାଇଛି।
ଏହି ସୂଚନା ଆଡ୍ଭୋକେଟ ଜେନେରାଲ ହାଇକୋର୍ଟରେ ପ୍ରଦାନ କରିଥିଲେ।

Share this article
View More
Stay Updated
Subscribe to our newsletter for latest updates.