Biplabi Parikrama
Breaking

* ଅନଖର୍ଚ୍ଚିତ ବଜେଟ ଅର୍ଥ ନେଇ ପ୍ରଶ୍ନ: ବିରୋଧୀଙ୍କ ହିସାବ ଦାବି    |   

* ପରିବର୍ତ୍ତିତ ହେଲା ରାଜଭବନର ନାମ: ଏଣିକି ‘ଲୋକଭବନ’    |   

* Winter eases across Odisha, but Kandhamal remains in deep chill    |   

Home > Odisha > Atabira ରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ। ଚାଷୀ ସମସ୍ୟାକୁ ନେଇ ସରକାରକୁ ଚେତାବନୀ।

Atabira ରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ। ଚାଷୀ ସମସ୍ୟାକୁ ନେଇ ସରକାରକୁ ଚେତାବନୀ।

By brother ansu Jan 10, 2026 1 min read
Atabira ରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ। ଚାଷୀ ସମସ୍ୟାକୁ ନେଇ ସରକାରକୁ ଚେତାବନୀ।
Atabira ରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ। ଚାଷୀ ସମସ୍ୟାକୁ ନେଇ ସରକାରକୁ ଚେତାବନୀ।

ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ Atabira ରେ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ Atabira ଅଞ୍ଚଳର ଚାଷୀମାନେ ଭୋଗୁଥିବା ଗୁରୁତର ସମସ୍ୟାଗୁଡ଼ିକୁ ନେଇ ସରକାରଙ୍କ ଧ୍ୟାନ ଆକର୍ଷଣ କରାଯାଇଛି।

କୃଷକ ସଂଗଠନ ନେତାମାନେ କହିଛନ୍ତି ଯେ “ଚାଷୀଙ୍କ ସରକାର” ବୋଲି ଦାବି କରୁଥିବା ସରକାର ଶାସନରେ ଆଜି ଚାଷୀମାନେ ହଟହଟା ହେଉଛନ୍ତି। ଧାନ କ୍ରୟରେ ଅନିୟମିତତା, ମଣ୍ଡିରେ ଟୋକେନ ସମସ୍ୟା, MSP ଦରରେ ଧାନ କ୍ରୟ ନ ହେବା, ସାର ଓ ବିଜ ଅଭାବ, ସିଚାଇ ସମସ୍ୟା ଭଳି ଅନେକ ଦାବି ସଂଗଠନ ପକ୍ଷରୁ ଉଠାଯାଇଛି।

ସଂଗଠନ ପକ୍ଷରୁ ସପଷ୍ଟ ଭାବେ କୁହାଯାଇଛି ଯେ, ଯଦି ସରକାର ଶୀଘ୍ର ଚାଷୀଙ୍କ ସମସ୍ୟାର ସମାଧାନ ନ କରନ୍ତି, ତେବେ ଆଗାମୀ ଦିନରେ ବଡ଼ ଆନ୍ଦୋଳନ କରାଯିବ। ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସରକାରକୁ ଚେତାବନୀ ଦିଆଯାଇଛି।

ସମ୍ମିଳନୀରେ ଅନେକ କୃଷକ ନେତା ଓ ସଂଗଠନ ସଦସ୍ୟ ଉପସ୍ଥିତ ରହି ଚାଷୀଙ୍କ ଅଧିକାର ପାଇଁ ଲଢ଼େଇ ଜାରି ରଖିବାକୁ ଦୃଢ଼ ସଙ୍କଳ୍ପ ନେଇଛନ୍ତି।

No video available for this news.