Biplabi Parikrama
Breaking

* ଅନଖର୍ଚ୍ଚିତ ବଜେଟ ଅର୍ଥ ନେଇ ପ୍ରଶ୍ନ: ବିରୋଧୀଙ୍କ ହିସାବ ଦାବି    |   

* ପରିବର୍ତ୍ତିତ ହେଲା ରାଜଭବନର ନାମ: ଏଣିକି ‘ଲୋକଭବନ’    |   

* Winter eases across Odisha, but Kandhamal remains in deep chill    |   

Home > Spiritual > ଖାରୁଆ ବାବା ମଠରେ ରାମାୟଣ ନବାହ ପାରାୟଣ ଆରମ୍ଭ | Bargarh Ramayan Path 2025

ଖାରୁଆ ବାବା ମଠରେ ରାମାୟଣ ନବାହ ପାରାୟଣ ଆରମ୍ଭ | Bargarh Ramayan Path 2025

By brother ansu Dec 10, 2025 0 min read
ଖାରୁଆ ବାବା ମଠରେ ରାମାୟଣ ନବାହ ପାରାୟଣ ଆରମ୍ଭ | Bargarh Ramayan Path 2025
ଖାରୁଆ ବାବା ମଠରେ ରାମାୟଣ ନବାହ ପାରାୟଣ ଆରମ୍ଭ | Bargarh Ramayan Path 2025

ବରଗଡ଼—୧୦.୧୨.୨୦୨୫ (ନବୀନ କୁମାର ଦାଶ):

ବରଗଡ଼ ଦାଶ ପଡ଼ାରେ ଅବସ୍ଥିତ ଖାରୁଆ ବାବା ମଠରେ ଆଜିଠାରୁ ୧୮ ଡିସେମ୍ବର 2025 ପର୍ଯ୍ୟନ୍ତ ଭବ୍ୟ ରାମାୟଣ ନବାହ ପାରାୟଣ (ତୁଳସୀକୃତ ରାମାୟଣ) ଆରମ୍ଭ ହୋଇଛି।

ଗତ ସାତ ବର୍ଷ ଧରି ଏହି ଧାର୍ମିକ ପାରାମ୍ପରିକତା ଅବିରତ ଭାବେ ଚାଲିଆସୁଛି।

ପ୍ରତ୍ୟହ ପଣ୍ଡିତ ଶୁଭମ ପାଣିଗ୍ରାହୀଙ୍କ ଦ୍ୱାରା

⏰ ଅପରାହ୍ନ ୧୧ଟା–୪ଟା ପର୍ଯ୍ୟନ୍ତ ତୁଳସୀ ରାମାୟଣ ପାଠ କରାଯାଉଛି।

ଏଥିରେ ଦିନକୁ ଦିନ ଭକ୍ତମାନଙ୍କ ଭିଡ଼ ବଢ଼ିବାକୁ ଲାଗିଛି।

ସଙ୍ଗୀତ ଓ ବାଦ୍ୟ:

🎵 ରାଜେନ୍ଦ୍ର ସ୍ୱାଇଁ (ଗାୟକ)

🎵 ଅଭିରାମ ଭୋଇ (ଗାୟକ)

🎵 ଟିଙ୍କୁ ବାଗ, ସତ୍ୟ ବରିହା, ଅର୍ଜୁନ ମଲ୍ଲିକ (ବାଦକ)

🎵 ବୈଦ୍ୟୁତିକ ବାଦକ ଦଳ

ମଠ ପକ୍ଷରୁ ବରଗଡ଼ ଏବଂ ପାଶ୍ୱବର୍ତ୍ତୀ ଅଞ୍ଚଳର ସମସ୍ତ ଭକ୍ତମାନଙ୍କୁ ଶ୍ରବଣ କରି କର୍ଣ୍ଣ ପବିତ୍ର କରିବାର ଆମନ୍ତ୍ରଣ ଜାରି କରାଯାଇଛି।

No video available for this news.