ଚଇତି ମୋହତ୍ସବ 2025 ଶେଷ ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନଙ୍କ ପକ୍ଷରୁ ପୁରସ୍କାର ଘୋଷଣା, All India Shooting Champion ବିଜୟକିଶର ପଟ୍ଟନାୟକ ସମ୍ମାନିତ
ରାୟଗଡ଼ା ଜିଲ୍ଲାର ପ୍ରସିଦ୍ଧ ଚଇତି ମୋହତ୍ସବ 2025 ଶେଷ ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରସ୍କାର ଘୋଷଣା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ କ୍ରୀଡା କ୍ଷେତ୍ରରେ ଅସାଧାରଣ ସଫଳତା ପାଇଁ ରାୟଗଡ଼ା ଜିଲ୍ଲା, ବିଷମ କଟକ ବ୍ଲକ୍ ବାସିନ୍ଦା ବିଜୟକିଶର ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଥିଲା।
ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ Collector Rayagada କୁଲକର୍ଣ୍ଣୀ ଅଶୁତୋଷ, MP ସପ୍ତଗିରି ଉଲ୍ଲାକା, MLA Rayagada କଡ୍ରାକା ଆପ୍ଲା ସ୍ୱାମୀ ଏବଂ MLA Gunupur ସତ୍ୟଜୀତ ଗୋମାଙ୍ଗୋଙ୍କ ଦ୍ୱାରା ବିଜୟକିଶର ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଥିଲା।

ଚଇତି ମୋହତ୍ସବ ମଞ୍ଚରେ ଏପରି ଜାତୀୟ ସ୍ତରର କ୍ରୀଡାବିତ ଙ୍କୁ ସମ୍ମାନ ଦେବା ମାଧ୍ୟମରେ ଯୁବପିଢ଼ିଙ୍କୁ କ୍ରୀଡା ଓ ପ୍ରତିଭା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ପ୍ରେରଣା ମିଳିଥାଏ। ଏହା ସହିତ ଚଇତି ମୋହତ୍ସବ 2025 ସଂସ୍କୃତି, ପରମ୍ପରା ଓ ପ୍ରତିଭାର ସମନ୍ୱୟ ସହ ସଫଳତାର ସହିତ ସମାପ୍ତ ହୋଇଛି।
Share this article
View More
ରାୟଗଡ଼ା ବିଷମକଟକ ମିନି ଷ୍ଟାଡିୟମରେ ୩୧ତମ ଜୁନିଅର ବାଳକ ଓ ବାଳିକା ରାଜ୍ୟସ୍ତରୀୟ ହ୍ୟାଣ୍ଡବଲ୍ ଚ୍ୟାମ୍ପିଅନ୍ସିପ୍–୨୦୨୬ର ଦ୍ୱିତୀୟ ଦିନ
Jan 19, 2026
ବିଷମକଟକରେ ଆରମ୍ଭ ହେଲା ୩୧ତମ ଜୁନିଅର ବାଳକ ଓ ବାଳିକା ରାଜ୍ୟସ୍ତରୀୟ ହ୍ୟାଣ୍ଡବଲ୍ ଚ୍ୟାମ୍ପିଅନ୍ସିପ୍–୨୦୨୬
Jan 18, 2026
ଓଡ଼ିଶା ପାଇଁ ଗର୍ବର ଖବର: ଥାଇଲାଣ୍ଡରେ ଅନ୍ତର୍ଜାତୀୟ ପ୍ରଶିକ୍ଷଣ ନେବେ ସିପକଟାକ୍ରୋ ଖେଳାଳି ବିକାଶ ରେଡ୍ଡି
Jan 14, 2026
ଗଭର୍ଣ୍ଣମେଣ୍ଟ ITI ଗଜବାହାଲରେ ଆରମ୍ଭ ହେଲା ବାର୍ଷିକ କ୍ରୀଡା ପ୍ରତିଯୋଗିତା, ମାଁ ମାର୍କମାଁ ମନ୍ଦିରରୁ ମଶାଳ ଯାତ୍ରା
Jan 12, 2026
ବିଷମକଟକରେ BPL Season–II ଫାଇନାଲ: MP 11 ଚାମ୍ପିଅନ, କ୍ରିକେଟ୍ ପ୍ରେମୀଙ୍କ ଐତିହାସିକ ମୁହୂର୍ତ୍ତ
Jan 09, 2026
Stay Updated
Subscribe to our newsletter for latest updates.