Biplabi Parikrama
Breaking

* ଅନଖର୍ଚ୍ଚିତ ବଜେଟ ଅର୍ଥ ନେଇ ପ୍ରଶ୍ନ: ବିରୋଧୀଙ୍କ ହିସାବ ଦାବି    |   

* ପରିବର୍ତ୍ତିତ ହେଲା ରାଜଭବନର ନାମ: ଏଣିକି ‘ଲୋକଭବନ’    |   

* Winter eases across Odisha, but Kandhamal remains in deep chill    |   

Home > Sports > ଲକ୍ଷ୍ମୀପୋଷ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ

ଲକ୍ଷ୍ମୀପୋଷ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ

By brother ansu Dec 18, 2025 1 min read
ଲକ୍ଷ୍ମୀପୋଷ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ
ଲକ୍ଷ୍ମୀପୋଷ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ

ଲକ୍ଷ୍ମୀପୋଷ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ( କୁତ୍ରା ରୁ ଦେବେନ୍ଦ୍ର ପୁରୋହିତ ଙ୍କ ରିପୋର୍ଟ   ବିପ୍ଲବୀ ପରିକ୍ରମା)

ଚଳିତ ଶିକ୍ଷା ବର୍ଷ ୨୦୨୫- ୨୦୨୬   ଦ୍ଵିଦିବସୀୟ ବାର୍ଷିକ କ୍ରୀଡା ପ୍ରତିଯୋଗୀତା

କୁତ୍ରା ୧୮/୧୨(ବିପ୍ଲବୀ ପରିକ୍ରମା) ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଲକ୍ଷ୍ମୀପୋଷ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ  ଚଳିତ ଶିକ୍ଷା ବର୍ଷ ୨୦୨୫- ୨୦୨୬  ର।   ଦ୍ଵିଦିବସୀୟ ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଆଜି ଉଦଘାଟିତ ହୋଇ ଯାଇଛି।ଏଥିରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ଦୌଡ କୁଦ ପ୍ରତିଯୋଗିତା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଅଛି। ବିଦ୍ୟାଳୟ ରପ୍ରଧାନ ଶିକ୍ଷୟିତ୍ରୀ  ସଞ୍ଜିତା ମିଞ୍ଜ ଙ୍କ ସମେତ ବରିଷ୍ଠ ଶିକ୍ଷୟିତ୍ରୀ ସୁଶ୍ରୀ ମମତାମୟୀ ଶତପଥୀ, ସଞ୍ଜୟ ମିଞ୍ଜ, ଡିଲେଶ୍ୱର ବେହେରା, ଅନୁପମ ଟପ୍ପୋ,ଫିନି ଏକ୍କା, ଉର୍ବଶିନୀ କିସପଟ୍ଟା, ମେଝରେନ ଏକ୍କା, ଅନିତା ସା,ସୁପ୍ରୀତି ବାଗ,ରୋହିତ ପ୍ରଧାନ,କଳାକର ନେଉରିଆ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିତା ପରିଚାଳନା ରେ ଅଂଶ ଗ୍ରହଣ କରିଥିଲେ।  ଆସନ୍ତା କାଲି ଅବଶିଷ୍ଟ କାର୍ଯ୍ୟକ୍ରମ ପରିସମାପ୍ତି ପରେ ଉଦଘାଟିତ ହେବାର ସୂଚନା ମିଳିଛି।

No video available for this news.